ଢୋଳେଇବା Ḍhoḻeibā

  • ଦେ. କ୍ରି. (ସଂ. ଦୁଳ୍ ଧାତୁ) — ଢୁଳାଇବା; ଘୁମାଇବା — To doze
  • ଦେ. କ୍ରି. (ସଂ. ଦୁଳ୍ ଧାତୁ) — ଢୋଳାଇବା ପରି ଢଳି, ତଳେ ପଡ଼ିଯିବା ଭଳି। କବିସୂର୍ଯ୍ୟ, କିଶୋରୀଚମ୍ପୂ ଢ. ଗୀତ।