ଢୁକ Ḍhuka

  • ପ୍ରାଦେ. (ବାଲେଶ୍ୱର) ବି. (ସଂ. ଢୌକ ଧାତୁ=ଗତି; ବା ସ୍ତୋକ) — ଢୋକ; ଥରକେ ମନୁଷ୍ୟ ଯେତେ ପାଣି ଗଳାଧଃକରଣ କରି ପାରେ — A gulp (of water)
  • ପ୍ରାଦେ. (ସମ୍ବଲପୁର) ବି. — (ଜଳାଦିର) ଗଣ୍ଡୂଷ — A sip (of water.)