ଢୁକା Ḍhukā

  • ପ୍ରାଦେ. (ବାଲେଶ୍ୱର) ବି. — ଢୋକା; ଢୋକିବା; ପିଇବା — Gulping; swallowing
  • ପ୍ରାଦେ. (ସମ୍ବଲପୁର) ବି. — ଢୁକାଇବା; ପ୍ରବେଶ କରାଇବା — Thrusting
  • ପ୍ରାଦେ. (ସମ୍ବଲପୁର) ବି. — ଢୁକିବା; ପ୍ରବେଶ କରିବା — Entering