ଢିଢା Ḍiḍhā
- ଦେ. (ଧ୍ୱନ୍ୟନୁକରଣ)ଅ — ବନ୍ଧୁକ ତୋପ ଆଦି ଫୁଟିବା ଢୁଢା ଶବ୍ଦ — Booming sound of cannon
- ଦେ. (ଧ୍ୱନ୍ୟନୁକରଣ)ଅ — ଏକ କଠିନ ପଦାର୍ଥରେ ଅନ୍ଯ ଏକ କଠିନ ପଦାର୍ଥର ସବଳରେ ବାଜିବା ଶବ୍ଦ — The clashing sound of two hard things
- ଦେ. (ଧ୍ୱନ୍ୟନୁକରଣ)ଅ — ମୁଣ୍ଡକୁ କଠିନ ଭୂମିରେ ବାଡ଼େଇବାର ଶବ୍ଦ — The sound of striking one's head on the hard ground
- ଦେ. (ଧ୍ୱନ୍ୟନୁକରଣ)ଅ — (ଯଥା—ଢୁଢା ଶବ୍ଦ ଅପେକ୍ଷା ଢିଢା କ୍ଷୀଣ ଶବ୍ଦ।).