ଢିକା Ḍhikā

  • ଗ୍ରା. ବି. (ସଂ. ଧୁକ୍ଷ, ଧିକ୍ଷ ଧାତୁ=କ୍ଳେଶନ) — କ୍ଷଣକେ ବନ୍ଦ ହୋଇ ପରକ୍ଷଣରେ ତୀବ୍ରଭାବରେ ଅନୁଭୂତ ବେଦନା — Throbbing pain
  • ଗ୍ରା. ବି. (ସଂ. ଧୁକ୍ଷ, ଧିକ୍ଷ ଧାତୁ=କ୍ଳେଶନ) — (ଯଥା—ମୋ ଅଣ୍ଟାରୁ ଢିକା ଉଠୁଛି।)