ଢାଲୁ Ḍhālu

  • ଦେ. ବିଣ. (ସଂ. ହ୍ୱାଲି ଧାତୁ= ଚାଳନ; ସଂ. ଧାର) — ଗଡ଼ାଣିଆ; କ୍ରମନିମ୍ନ; ପାହାନିଆ — Sloping; inclined; slanting
  • ବି — ଗଡ଼ନ୍ତି; ଗଡ଼ାଣିଆ ଜାଗା; କ୍ରମନିମ୍ନତା — Inclination; slope