ଢମ Ḍhama
- ଦେ. ବି. (ସଂ. ଦମ୍ଭ) — ଅହଙ୍କାର; ଗର୍ବ — Pride; arrogance
- ଦେ. ବି. (ସଂ. ଦମ୍ଭ) — ଢମ ଯେ କଲା ରାୟେ କଂସ, ଢାଳେ ଅସୁର ଗଲା ନାଶ। ବଳରାମ ଦାସ, କମଳ ଲୋଚନ ଚଉତିଶା।
- ଦେ. ବି. (ସଂ. ଦମ୍ଭ) — ଦମ୍ଭ; ଚାତର; ମୁହଁ ବାଲିଙ୍ଗି — Boast; vainglory; bragging
- ଦେ. ବି. (ସଂ. ଦମ୍ଭ) — ସାରହୀନ ବାହ୍ୟାଡ଼ମ୍ବର — Outward show without any inner worth
- ଦେ. ବି. (ସଂ. ଦମ୍ଭ) — (ଯଥା—କରଣ ସାଆନ୍ତମାନଙ୍କ ଢମକୁ ଉଚ୍ଚଶିକ୍ଷିତ କରଣ ଯୁବକମାନେ ମଧ୍ୟ ବିରାଗ ଚକ୍ଷୁରେ ଦେଖୁ ଅଛନ୍ତି।)
- ଦେ. ବି. (ସଂ. ଦମ୍ଭ) — ଢଙ୍ଗ; ରୀତି — Fashion; custom