ଢମାଳି Ḍhamāḻi

  • ଦେ. ବି. (ସଂ ଦମ୍ଭ) — ଢମ; କବିତ୍ୱହୀନ ବ୍ୟଙ୍ଗ ବା ପରିହାସ ବଚନ — Unrhymed jeer; gibe
  • ଦେ. ବି. (ସଂ ଦମ୍ଭ) — ଢମାଳି ଗୀତ ଢଗମେଲି। ଭୂପତି, ପ୍ରେମପଞ୍ଚାମୃତ।
  • ଦେ. ବି. (ସଂ ଦମ୍ଭ) — [ଦ୍ର—ଢଗରେ ପଦମାନଙ୍କର ମିତ୍ରାକ୍ଷର ମିଳେ, ମାତ୍ର ଢମାଳିରେ ତାହା ନ ଥାଏ। ଏହା ଢଗ ସଙ୍ଗେ ସହଚରରୂପେ ବ୍ଯବହୃତ ହୁଏ।]
  • ଦେ. ବି. (ସଂ ଦମ୍ଭ) — ମୁହଁ ବାଲିଙ୍ଗି — Bragging; boasting
  • ଦେ. ବି. (ସଂ ଦମ୍ଭ) — ପରିହାସ; ରଙ୍ଗରସ — Jest; witticism
  • ଦେ. ବି. (ସଂ ଦମ୍ଭ) — ଅନ୍ତୁଡ଼ିଶାଳେ ଯାଇ ମିଳି ହାସ୍ୟକେ କରନ୍ତି ଢମାଳି। ଜଗନ୍ନାଥ. ଭାଗବତ।
  • ଦେ. ବି. (ସଂ ଦମ୍ଭ) — ଗର୍ବ; ଅହଙ୍କାର — Pride; arrogance