ଢମ ଢମ Ḍhama ḍhama

  • ଦେ. (ଧ୍ୱନ୍ୟନୁକରଣ) ଅ (ତୁଳ. ସଂ. ଧ୍ୱନ୍ ଧାତୁ) — ଢୋଲ ବାଜିବାର ଶବ୍ଦ — Sound of beating of drums
  • ଦେ. (ଧ୍ୱନ୍ୟନୁକରଣ) ଅ (ତୁଳ. ସଂ. ଧ୍ୱନ୍ ଧାତୁ) — [ଦ୍ର—ଢମଢମ ଢାଉଁ ଢାଉଁ ଅପେକ୍ଷା ଅନୁଚ୍ଚ ଶବ୍ଦ।]