ଢଙ୍କ Ḍhaṅka

  • ଦେ. ବି. (ସଂ. କଣ୍ଡୁରା, ଅବ୍ୟଙ୍ଗା) — ଶିମ୍ବାଦି ବର୍ଗର ଲତା ଓ ତହିଁର ଛୁଇଁ; ବାଇଢଙ୍କ — A species of creeper and its bean, cowitch
  • ଦେ. ବି. (ସଂ. କଣ୍ଡୁରା, ଅବ୍ୟଙ୍ଗା) — [ଦ୍ର—ଏହା ଦୁଇ ଜାତୀୟ। ଏକ ଜାତୀୟ ବନ୍ୟଜ। ଏହାର ଛୁଇଁ ଉପରେ ଆଁଶୁ ଥାଏ। ଏହା ଦେହରେ ଲାଗିଲେ ଭୟଙ୍କର ଗଲୁ ହୁଏ। ଏହାକୁ ବାଇଢଙ୍କ କହନ୍ତି। ଅନ୍ଯ ଜାତୀୟ ଲତାକୁ ଲୋକେ ବାଡ଼ି ଓ ଅଗଣାରେ ଲଗାନ୍ତି। ଏହାର ଛୁଇଁ ତରକାରୀ ରୂପେ ବ୍ଯବହୃତ ହୁଏ ଓ ଏ ଛୁଇଁରେ ଆଁଶୁ ନ ଥାଏ।]
  • ଦେ. ବିଣ — ଢଙ୍କସର ପାଣି (ଦେଖ) — Ḍhaṅkasara pāṇi (See)