ଢଙ୍କଣ Ḍhaṅkaṇa

  • ଦେ. ବି — ଢେଙ୍କଣ; ସରୁ ବାଉଁଶର ଲଗି — A long and thin bamboo pole
  • ଦେ. ବି — ଓଲିଆ ଓ ଦୁଷ୍ଟ ଗୋରୁଙ୍କ ବେକରେ ଓହଳାଇ ଦିଆଯିବା ବାଉଁଶ ବା କାଠର ଖଣ୍ଡ; କାଠ ଘଣ୍ଟ — A log of bamboo or wood suspended from the neck of wicked cattle