ଢଗ Ḍhaga
- ଦେ. ବି. (ତୁଳ. ଇଂ. Doggerel ଡଗ୍ଗରେଲ=ବ୍ୟଙ୍ଗପୂର୍ଣ୍ଣ ନୀଚ ଶ୍ରେଣୀର ପଦ୍ଯ) — ଢେଗ; ପରିହାସ ବା ବ୍ୟଙ୍ଗାତ୍ମକ ଯତି ବା ମିତ୍ରାକ୍ଷର ମିଳିତ ବଚନ — Badinage; banter; sarcastic doggerel; a gibe or proverb in rhyme
- ଦେ. ବି. (ତୁଳ. ଇଂ. Doggerel ଡଗ୍ଗରେଲ=ବ୍ୟଙ୍ଗପୂର୍ଣ୍ଣ ନୀଚ ଶ୍ରେଣୀର ପଦ୍ଯ) — ପ୍ରବଚନ — Wise popular saying; saws
- ଦେ. ବି. (ତୁଳ. ଇଂ. Doggerel ଡଗ୍ଗରେଲ=ବ୍ୟଙ୍ଗପୂର୍ଣ୍ଣ ନୀଚ ଶ୍ରେଣୀର ପଦ୍ଯ) — [ଦ୍ର—ସାଧାରଣତଃ ଢଗମାନଙ୍କରେ ଶେଷପଦମାନଙ୍କର ମେଳ ଥାଏ ଓ ଉପସ୍ଥିତ ଘଟଣାକୁ ଲକ୍ଷ୍ୟ କରି ତାହା ବୋଲାଯାଏ।]