ଡୋଳା Ḍoḻā

  • ଦେ. ବି(ସଂ. ଦୁଳ ଧାତୁ=ହଲିବା; ଚଞ୍ଚଳ ହେବା; ଆଖିର ଡୋଳା ସର୍ବଦା ଇତସ୍ତତଃ ଚାଳିତ ହେଉଥିବାରୁ) — ଚକ୍ଷୁ ମଧ୍ୟସ୍ଥ ଅଣ୍ତାକାର କୋମଳ ପିଣ୍ତ; ଚକ୍ଷୁଗୋଳକ — Eye-ball
  • ଦେ. ବି(ସଂ. ଦୁଳ ଧାତୁ=ହଲିବା; ଚଞ୍ଚଳ ହେବା; ଆଖିର ଡୋଳା ସର୍ବଦା ଇତସ୍ତତଃ ଚାଳିତ ହେଉଥିବାରୁ) — ଚପଳତା ସମ୍ପନ୍ନ ବୋଲି ମୋ ଡୋଳା—କବିସୂର୍ଯ୍ୟ. ସଙ୍ଗୀତ।
  • ଦେ. ବି(ସଂ. ଦୁଳ ଧାତୁ=ହଲିବା; ଚଞ୍ଚଳ ହେବା; ଆଖିର ଡୋଳା ସର୍ବଦା ଇତସ୍ତତଃ ଚାଳିତ ହେଉଥିବାରୁ) — [ଦ୍ର—ଆଖିରଡୋଳା ଦୁଇ ଭାଗରେ ବିଭକ୍ତ, ଯଥା— 1 । ଧଳା, ଯାହା ସ୍ଥିର ଥାଏ—ଧଳା ଡୋଳା। 2 । କଳା, ଯାହା ଦୃଷ୍ଟି ଚାଳନ ସଙ୍ଗେ ଇତସ୍ତତଃ ଚାଳିତ ହୁଏ—କଳାଡୋଳା।] — [ଦ୍ର—ଆଖିରଡୋଳା ଦୁଇ ଭାଗରେ ବିଭକ୍ତ, ଯଥା—1 ଧଳା, ଯାହା ସ୍ଥିର ଥାଏ—ଧଳା ଡୋଳା2 କଳା, ଯାହା ଦୃଷ୍ଟି ଚାଳନ ସଙ୍ଗେ ଇତସ୍ତତଃ ଚାଳିତ ହୁଏ—କଳାଡୋଳା]
  • ଦେ. ବି(ସଂ. ଦୁଳ ଧାତୁ=ହଲିବା; ଚଞ୍ଚଳ ହେବା; ଆଖିର ଡୋଳା ସର୍ବଦା ଇତସ୍ତତଃ ଚାଳିତ ହେଉଥିବାରୁ) — ଆଖି — Eye
  • ଦେ. ବି(ସଂ. ଦୁଳ ଧାତୁ=ହଲିବା; ଚଞ୍ଚଳ ହେବା; ଆଖିର ଡୋଳା ସର୍ବଦା ଇତସ୍ତତଃ ଚାଳିତ ହେଉଥିବାରୁ) — ଚକ୍ଷୁର ଦୃଷ୍ଟିଶକ୍ତି — Eye sight
  • ଦେ. ବି(ସଂ. ଦୁଳ ଧାତୁ=ହଲିବା; ଚଞ୍ଚଳ ହେବା; ଆଖିର ଡୋଳା ସର୍ବଦା ଇତସ୍ତତଃ ଚାଳିତ ହେଉଥିବାରୁ) — ଆଖିର ପିତୁଳା; ଚକ୍ଷୁର ତାରା — The pupil of the eye