ଡୋଲ୍ Ḍol
- ଦେ. ବି. (ନାଉରୀଭାଷା) (ସଂ. ଦୋଳ=ଝୁଲିବା, ଦୋହୋଲିବା) — ମାସ୍ତୁଲ — Mast of a ship
- ଦେ. ବି. (ନାଉରୀଭାଷା) (ସଂ. ଦୋଳ=ଝୁଲିବା, ଦୋହୋଲିବା) — ଜାହାଜଟିକୁ ସଫା ସୁତରା କରି ଡୋଲ ଉପରେ ସବର, ଗଭର, ଟଭର ପଛକୁ କଲମି ଡୋଲ ଆଉ, ବରଗାମାନ ଟେକି ଦେଇ ଶେଡ଼ ଗୁଡ଼ାଇ ଠିକ କରି ରଖିଦେଇ ଅଛନ୍ତି। ଫକୀରମୋହନ. ଗଳ୍ପସ୍ୱଳ୍ପ।
- ପ୍ରାଦେ (ସମ୍ବଲପୁର) ବି — ବଡ଼ ବାଉଁଶିଆ; ଟୋକେଇ — Big basket