ଡେରି Ḍeri

  • ବୈଦେ. ବି. (ଫା. ଦେର୍) — ବିଳମ୍ବ; କାଳବିଳମ୍ବ — lateness; delay
  • ବିଣ. — ବିଳମ୍ବ ହୋଇଥିବା; ବିଳମ୍ବିତ — Late