ଡେବରି Ḍebari

  • ଦେ. ବିଣ (ସଂ. ଦକ୍ଷିଣେତର, ସବ୍ୟେତର) — ବାମପାର୍ଶ୍ୱସ୍ଥ; ବାଆଁ — Left; pertaining to the left side
  • ଦେ. ବିଣ (ସଂ. ଦକ୍ଷିଣେତର, ସବ୍ୟେତର) — ଟେକି ଦେଲେ ଡେବରି ପାଦକୁ ରାଗରେ। କୃଷ୍ଣସିଂହ. ମହାଭାରତ. ସଭା।