ଡୁହା Ḍuhā

  • ଦେ. ବି. (ସଂ. ଦ୍ୱିପଦା) — ସଙ୍ଗୀତର ଘୋଷାପଦ; ଢୁଆ; ଦୁଆ — The refrain of a song
  • ଦେ. ବି. (ସଂ. ଦ୍ୱିପଦା) — ଦୁଇପାଦ ଯୁକ୍ତ ଗୀତ — A song with two lines; doggerel