ଡୁଲି Ḍuli
- ପ୍ରାଦେ. (ବାଲେଶ୍ୱର) ବି. (ସଂ. ଦୋଳକ; ଦୋଳା; ତୁଳ. ବଂ. ଡୁଲୀ) — ଡୋଲି; ଦୋଳା; ଛୋଟସବାରୀ; ମନୁଷ୍ୟଙ୍କ କାନ୍ଧରେ ବୁହା ହେବା ଯାନବିଶେଷ — A small closed sedan chair for carrying a person; dooly; a litter
- ପ୍ରାଦେ. (ବାଲେଶ୍ୱର) ବି. (ସଂ. ଦୋଳକ; ଦୋଳା; ତୁଳ. ବଂ. ଡୁଲୀ) — ଶସ୍ୟ ରଖିବା ନିମନ୍ତେ ବାଉଁଶ ପାତିଆରେ ବୁଣା ବଡ଼ ପାତ୍ର; କୋଡ଼ମେଇଁ — A big basket for storing grains
- ପ୍ରାଦେ. (ସିଂହଭୁମ) ବି — ବଡ଼ ବେତା — A big basket
- ପ୍ରାଦେ. (ସମ୍ବଲପୁର) ବି — କିଆରି — Cornfield