ଡୁଗି Ḍugi

  • ଦେ. ବି. (ଡୁଗ୍ଡୁଗ୍ ଧ୍ୱନ୍ୟନୁକରଣ) — ତବଲାର ସହଚର ବାଦ୍ୟ; ବାୟାଁ — A tabour struck by the left hand while the right hand strikes on another and longer drum called 'Tabalā'
  • ଦେ. ବି. (ଡୁଗ୍ଡୁଗ୍ ଧ୍ୱନ୍ୟନୁକରଣ) — [ଦ୍ର—ଏହା ତବଲା ଅପେକ୍ଷା ଛୋଟ ଏବଂ ବାଁଆଁ ହାତରେ ବଜା— ଯାଏ। ଏହା ଗୋଟିଏ ଆଟିକା ବା ଛୋଟ ନାଗର ପରି। ଏହା ମାଟି, ପିତ୍ତଳ ବା ତମ୍ବାରେ ତିଆରି ହୋଇ ଥାଏ ଏବଂ ଏହାର ମୁହଁ ଚମଡ଼ାରେ ଛୁଆଣି ହୋଇ ଥାଏ। ତବଲା ଡୁଗି ଅପେକ୍ଷା ଲମ୍ବ ଓ କାଠରେ ତିଆରି। ତବଲାଟି ପଖୋଉଜର ଫାଳେ ଆକାର ଏବଂ ଏକମୁହାଁ ଡୁଗି ଛୋଟ ନାଗରା ପରି।]
  • ପ୍ରାଦେ. (ଗଞ୍ଜାମ) ବି — ଏକ ପ୍ରକାର ଗଞ୍ଜପା ଖେଳ — A kind of indoor game at cards (played with 96 cards)
  • ପ୍ରାଦେ. (ଗଞ୍ଜାମ) ବି — [ଦ୍ର—ଏଥିରେ 96 ପଟ ସାର ବା ତାସ୍ ଥାଏ ଓ ଏ ଖେଳ 4 ଜଣ ଖେଳାଳି ଖେଳନ୍ତି ଓ ଦୁଇ ଜଣ ଲେଖାଏଁ ଏକପକ୍ଷ ହୋଇ ଖେଳନ୍ତି। ଯେଉଁ ଖେଳାଳି କଟା ହୋଇଥିବା ରଙ୍ଗର ସର୍ବୋତ୍କୃଷ୍ଟ ସାର ପାଇଥାଏ ଖେଳ ଆରମ୍ଭ ହେବାବେଳେ ସେହି ଲୋକ ପ୍ରଥମେ ସାର ପକାଏ।] — [ଦ୍ର—ଏଥିରେ96ପଟ ସାର ବା ତାସ୍ ଥାଏ ଓ ଏ ଖେଳ4ଜଣ ଖେଳାଳି ଖେଳନ୍ତି ଓ ଦୁଇ ଜଣ ଲେଖାଏଁ ଏକପକ୍ଷ ହୋଇ ଖେଳନ୍ତି ଯେଉଁ ଖେଳାଳି କଟା ହୋଇଥିବା ରଙ୍ଗର ସର୍ବୋତ୍କୃଷ୍ଟ ସାର ପାଇଥାଏ ଖେଳ ଆରମ୍ଭ ହେବାବେଳେ ସେହି ଲୋକ ପ୍ରଥମେ ସାର ପକାଏ]