ଡୀନ Ḍīna

  • ସଂ. ବି. (ଡୀ ଧାତୁ=ଉଡ଼ିବା+ଭାବ. ତ) — ପକ୍ଷୀଙ୍କର ଶୂନ୍ଯ ମାର୍ଗରେ ଗତି; ଉଡ଼ା — Flying in the air
  • ସଂ. ବି. (ଡୀ ଧାତୁ=ଉଡ଼ିବା+ଭାବ. ତ) — ଆଗମ ଶାସ୍ତ୍ରବିଶେଷ; ହିନ୍ଦୁ ଧର୍ମର କ୍ରିୟାକାଣ୍ଡ ବର୍ଣ୍ଣନା କରା ଯାଇଥିବା ଶାସ୍ତ୍ର — A class of religious books dealing with ceremonials and rituals of the Hindu religion
  • (+କର୍ତ୍ତୃ. ତ) ବିଣ. ପୁଂ — ଉଡ୍ଡୀୟମାନ — Flying