ଡି Ḍi

  • ଦେ. ଅ. — ଡି ଡି (ଦେଖ) — Ḍi ḍi (See)
  • ଦେ. ବି. (କଚେରିଆ ବ୍ଯବହାର) — ଡିଗ୍ରୀର ସାଙ୍କେତିକ — Abbreviation for the word decree
  • ଦେ. ବି. (କଚେରିଆ ବ୍ଯବହାର) — (ଯଥା—ଡିଗ୍ରୀଦାର=ଡି: ଦାର; ଡିଗ୍ରୀଡାରି=ଡି: ଜାରି।)
  • ଦେ. ବି. (କଚେରିଆ ବ୍ଯବହାର) — ଏକରର ଶହେଭାଗରୁ ଏକଭାଗ ବା ଡିସିମିଲ୍ର ସାଂଙ୍କେତିକ ଚିହ୍ନ — Abbreviation for the word decimal of an acre