ଡିହ Ḍiha
- ବୈଦେ. ବି. (ଫା. ଡୀହ ବା ଦେହ୍=ଗ୍ରାମ ସମଷ୍ଟି; ତୁଳ. ସଂ. ଦେଶ) — ମାଟିର ଗଦା ବା ଢିପ — Mound of earth
- ବୈଦେ. ବି. (ଫା. ଡୀହ ବା ଦେହ୍=ଗ୍ରାମ ସମଷ୍ଟି; ତୁଳ. ସଂ. ଦେଶ) — ବାସଯୋଗ୍ୟ ଉଚ୍ଚ ଭୂମି — A high habitable ground
- ବୈଦେ. ବି. (ଫା. ଡୀହ ବା ଦେହ୍=ଗ୍ରାମ ସମଷ୍ଟି; ତୁଳ. ସଂ. ଦେଶ) — ଯେଉଁ ଜମି ଉପରେ ଘର ତୋଳା ଯାଏ — Site of dewelling
- ବୈଦେ. ବି. (ଫା. ଡୀହ ବା ଦେହ୍=ଗ୍ରାମ ସମଷ୍ଟି; ତୁଳ. ସଂ. ଦେଶ) — ଯଷ୍ଟିର ସ୍ଥୂଳ ଅଗ୍ରଦ୍ୱାରା ଭୁଷା — A push or poke with the butt or thick end of a rod
- ବୈଦେ. ବି. (ଫା. ଡୀହ ବା ଦେହ୍=ଗ୍ରାମ ସମଷ୍ଟି; ତୁଳ. ସଂ. ଦେଶ) — ଏକ ତହସିଲଦାରଙ୍କ ଅଧୀନ କେତେ ଗୋଟି ଗ୍ରାମର ସମଷ୍ଟି — An aggregate of some villages under one rent-collector
- ଦେ. ବିଣ — ଡିହି (ଦେଖ) — Ḍihi (See)
- ପ୍ରାଦେ. (ଯାଜପୁର) ବିଣ — ଢିପ (ଜମି) — High land; upland