ଡିମାଇ Ḍimāi

  • ବୈଦେ. ବି. (ଇଂ. ଡିମାଇ; ଡେମୀ=ଅଧେ) — ଡେମୀ; କାଗଜଫର୍ଦର ଆକାରବିଶେଷ; 1 ଫର୍ଦ୍ଦର ଅଧେ — ଡେମୀ; କାଗଜଫର୍ଦର ଆକାରବିଶେଷ;ଫର୍ଦ୍ଦର ଅଧେ—. A certain size of half a sheet of paper, measuring 20 inches by 5 /2 inches; demy paper
  • ବୈଦେ. ବି. (ଇଂ. ଡିମାଇ; ଡେମୀ=ଅଧେ) — [ଦ୍ର—ଯେଉଁ କାଗଜର ଫର୍ଦ୍ଦ ଲମ୍ବରେ 20 ଇଞ୍ଚ ଓ ଚଉଡ଼ା 15 ୳ ଇଞ୍ଚ ଏପରି କାଗଜର ଫର୍ଦ୍ଦକ 4 ଭାଙ୍ଗ ହେଲେ ଡିମାଇ 4 ପେଜୀ; ଆଠ ଭାଙ୍ଗ ହେଲେ ଡିମାଇ 8 ପେଜୀ, 16 ଭାଙ୍ଗ ହେଲେ ଡିମାଇ 16 ପେଜୀ ବୋଲଯାଏ। ଛାପା ହେବା ପାଇଁ ଉଦ୍ଦିଷ୍ଟ 22 ୳ ଇଞ୍ଚx 17 ୳ ଇଞ୍ଚ ଓ ହାତ ଲେଖାପାଇଁ ଉଦ୍ଦିଷ୍ଟ 20 ଇଞ୍ଚx 15 ୳ ଇଞ୍ଚ (ମତାନ୍ତରରେ 21 ଇଞ୍ଚ x 16 ଇଞ୍ଚ) ଆକାରର କାଗଜକୁ ଡିମାଇ ବୋଲାଯାଏ (ଚେମ୍ବର୍ସ ଇଂରାଜି ଡିକ୍ସିନାରୀ)। 18 ଇଞ୍ଚx 12 ଇଞ୍ଚ ଆକାରର କାଗଜକୁ ଡିମାଇ ବୋଲାଯାଏ। ହି. ଶବ୍ଦସାଗର] — [ଦ୍ର—ଯେଉଁ କାଗଜର ଫର୍ଦ୍ଦ ଲମ୍ବରେ20ଇଞ୍ଚ ଓ ଚଉଡ଼ା15୳ ଇଞ୍ଚ ଏପରି କାଗଜର ଫର୍ଦ୍ଦକ4ଭାଙ୍ଗ ହେଲେ ଡିମାଇ4ପେଜୀ; ଆଠ ଭାଙ୍ଗ ହେଲେ ଡିମାଇ8ପେଜୀ,16ଭାଙ୍ଗ ହେଲେ ଡିମାଇ16ପେଜୀ ବୋଲଯାଏ ଛାପା ହେବା ପାଇଁ ଉଦ୍ଦିଷ୍ଟ22୳ ଇଞ୍ଚx17୳ ଇଞ୍ଚ ଓ ହାତ ଲେଖାପାଇଁ ଉଦ୍ଦିଷ୍ଟ20ଇଞ୍ଚx15୳ ଇଞ୍ଚ (ମତାନ୍ତରରେ21ଇଞ୍ଚ x16ଇଞ୍ଚ) ଆକାରର କାଗଜକୁ ଡିମାଇ ବୋଲାଯାଏ (ଚେମ୍ବର୍ସ ଇଂରାଜି ଡିକ୍ସିନାରୀ)18ଇଞ୍ଚx12ଇଞ୍ଚ ଆକାରର କାଗଜକୁ ଡିମାଇ ବୋଲାଯାଏ ହି. ଶବ୍ଦସାଗର]