ଡିପୋ Ḍipo

  • ବୈଦେ. ବି. (ଫରାସୀ) — ଯେଉଁ ଠାରେ ମାଲମାନ ସଂଗୃହୀତ ହୋଇ ଜମା ରହେ; ଗୋଦାମ; ଭଣ୍ଡାର; ଗଞ୍ଜ — Depot for merchandise
  • ବୈଦେ. ବି. (ଫରାସୀ) — (ଯଥା—କୋଇଲା ଡିପୋ।)
  • ବୈଦେ. ବି. (ଫରାସୀ) — ଯେଉଁଠାରେ ଦେଶାନ୍ତରକୁ ପ୍ରେରିତ କୁଲୀମାନେ ବିଦେଶକୁ ପଠାଯିବା ପୂର୍ବରୁ ଏକତ୍ର ବା ରୁଣ୍ଡ କରାଯାଆନ୍ତି — Cooly-depot