ଡିକି Ḍiki
- ବୈଦେ. ବି. (ଇଂ. ଡିକ୍କୀ) — ରିଚାର୍ଡ଼ ନାମକ ବ୍ଯକ୍ତିର ଡାକନାମ — Dicky; nick name of Richard
- ବୈଦେ. ବି. (ଇଂ. ଡିକ୍କୀ) — (ଡିକ—ଅନ୍ୟରୂପ)
- ବୈଦେ. ବି. (ଇଂ. ଡିକ୍କୀ) — (ଇଂ. ଡିକ୍କୀ=ଚାକର ବସିବା ପାଇଁ ମଟର ଗାଡ଼ିର ପଛଆଡ଼େ ଥିବା ଆସନ) ମଟରଗାଡ଼ିର ଡ୍ରାଇଭର୍ ସହାୟକ ଭୃତ୍ୟ; କ୍ଳିନର୍ — A servant or cleaner who accompanies a motor-car and helps the driver in any trouble