ଡିଉଟି Ḍiuṭi
- ବୈଦେ. ବି. (ଇଂ. ଡ୍ୟୁଟି) — କୌଣସି ବ୍ଯକ୍ତି ଉପରେ ନ୍ୟସ୍ତ କର୍ତ୍ତବ୍ୟ କର୍ମ — Particular duty assigned to a person
- ବୈଦେ. ବି. (ଇଂ. ଡ୍ୟୁଟି) — ଅବ୍କାରୀ ଦ୍ରବ୍ୟ ଉପରେ ସରକାରଙ୍କ ନିର୍ଦ୍ଧାରିତ ଶୁଳ୍କ — Duty or cess assessed on exciseable articles
- ବୈଦେ. ବି. (ଇଂ. ଡ୍ୟୁଟି) — ଡାକ୍ତରଖାନା ଆଦିରେ ମଳୁମାନଙ୍କୁ ଜଗିବା ପାଇଁ ପ୍ରତ୍ୟେକ ଛାତ୍ର ବା ଭୃତ୍ୟର ନିର୍ଦ୍ଧାରିତ ପାଳି — Turn of a student or servant to attend the patients etc in a hospital