ଡାହାଣ Ḍāhāṇa
- ଦେ. ବିଣ.—(ସଂ. ଦକ୍ଷିଣ; ତୁଳ; ପ୍ରା. ଦାହିଣ; ଦକ୍ଷ= କର୍ମଠ; ଡାହାଣ ହାତ ବାମ ହାତ ଅପେକ୍ଷା ଅଧିକ କର୍ମଠ ଥିବାରୁ) — ମନୁଷ୍ୟ ଅଙ୍ଗର ଦକ୍ଷିଣ ପାର୍ଶ୍ୱସ୍ଥ (ଅଙ୍ଗ); ଖାଇବା (ହାତ; ଗୋଡ଼) — Right (side of the limbs)
- ଦେ. ବିଣ.—(ସଂ. ଦକ୍ଷିଣ; ତୁଳ; ପ୍ରା. ଦାହିଣ; ଦକ୍ଷ= କର୍ମଠ; ଡାହାଣ ହାତ ବାମ ହାତ ଅପେକ୍ଷା ଅଧିକ କର୍ମଠ ଥିବାରୁ) — (ଯଥା—ଡାହାଣ ହାତ, ଡାହାଣ ଗୋଡ଼।)
- ଦେ. ବିଣ.—(ସଂ. ଦକ୍ଷିଣ; ତୁଳ; ପ୍ରା. ଦାହିଣ; ଦକ୍ଷ= କର୍ମଠ; ଡାହାଣ ହାତ ବାମ ହାତ ଅପେକ୍ଷା ଅଧିକ କର୍ମଠ ଥିବାରୁ) — ମନୁଷ୍ୟର ଦକ୍ଷିଣ ପାଖରେ ଥିବା — Belonging to the right side of a person
- ଦେ. ବିଣ.—(ସଂ. ଦକ୍ଷିଣ; ତୁଳ; ପ୍ରା. ଦାହିଣ; ଦକ୍ଷ= କର୍ମଠ; ଡାହାଣ ହାତ ବାମ ହାତ ଅପେକ୍ଷା ଅଧିକ କର୍ମଠ ଥିବାରୁ) — (ଯଥା—ଶଗଡ଼ର ଡାହାଣ ବଳଦ।)
- ଦେ. ବିଣ.—(ସଂ. ଦକ୍ଷିଣ; ତୁଳ; ପ୍ରା. ଦାହିଣ; ଦକ୍ଷ= କର୍ମଠ; ଡାହାଣ ହାତ ବାମ ହାତ ଅପେକ୍ଷା ଅଧିକ କର୍ମଠ ଥିବାରୁ) — [ଦ୍ର—ପୂର୍ବଦିଗକୁ ମୁହଁ କରି ଠିଆ ହେଲେ ମନୁଷ୍ୟର ଯେଉଁ ଅଙ୍ଗମାନ ଦକ୍ଷିଣ ଦିଗକୁ ରହେ ତାକୁ ଦକ୍ଷିଣ ବା ଡାହାଣ ଅଙ୍ଗ ବୋଲା ଯାଏ। ମନୁଷ୍ୟ ଦକ୍ଷିଣ ବା ଡାହାଣ ହାତରେ ଖାଉ ଥିବାରୁ ଡାହାଣ ହାତକୁ ଖାଇବା (ଖାଇଲା, ଖାଇବୀ) ହାତ ବୋଲାଯାଏ ଏବଂ ମନୁଷ୍ୟ ଶରୀରର ଯେଉଁ ଅଂଶରେ ଉକ୍ତ ଡାହାଣ ହାତ ଅଛି ସେହି ପାଖକୁ ଓ ସେହି ପାଖର ଅନ୍ଯାନ୍ୟ ପ୍ରତ୍ୟଙ୍ଗକୁ ଡାହାଣ ବା ଖାଇବୀ (ଖାଇବା, ଖାଇଲା) ବୋଲାଯାଏ ଯଥା—ଖାଇବୀ ଗୋଡ଼, ଖାଇବୀ କାନ ଇତ୍ୟାଦି।]