ଡାବ Ḍāba
- ଦେ. ବି — ଡାବଲ; ଛୋଟ ବାଡ଼ି — Small stick
- ଦେ. ବି — ଏକପ୍ରକାର ଯାଉ — A kind of gruel
- ଦେ. ବି — ଔଷଧର ବ୍ଯବସ୍ଥାପତ୍ର — Medical prescription; recipe
- ଦେ. ବି — ତାଲିକା — List
- ଦେ. ବି — କେତେଜଣ ବନ୍ଧ୍ୟା ଦେବୀଙ୍କ ବରରୁ ପୁତ୍ରଲାଭ କରିଅଛନ୍ତି ସେଥିର ବିଶେଷ ଡାବ ଦେଇ ପାରିବୁ ନାହିଁ—ଫକୀରମୋହନ. ଛମାଣଆଠଗୁଣ୍ଠ।
- ଦେ. ବି — (ସଂ. ଡମ୍ବର) ଆଡମ୍ବର — Ado
- ବିଣ — ସୁନ୍ଦର — Graceful
- ପ୍ରାଦେ (ବାଲେଶ୍ୱର) ବି (ତୁଳ. ବଂ. ଓ ହି. ଏହି ଅର୍ଥରେ ଏହି ଶବ୍ଦ) — ପଇଡ଼; ନାଳୀ ନଡ଼ିଆ — A raw cocoanut (with thin kernel and full of sweet drinkable water)