ଡାଉଁଶ Ḍāuñṡa

  • ଦେ. ବି (ସଂ. ଦଂଶ) — କୁକୁରମାଛି; ଜୀବଙ୍କ ଦେହରୁ ରକ୍ତ ଶୋଷଣ କରିବା ବଡ଼ ମାଛି ବିଶେଷ — A gadfly
  • ଦେ. ବି (ସଂ. ଦଂଶ) — ଦଧି ମାଛ ମହୁ ଚୋରାଇଥିବା ଲୋକ ଡାଉଁଶ ପ୍ଲବ ହୋଇ ହୁଏ ପକ୍ଷୀ ବକ। କୃଷ୍ଣସିଂହ, ମହାଭାରତ. ଅନୁଶାସନ।
  • ଦେ. ବି (ସଂ. ଦଂଶ) — [ଦ୍ର—ଏମାନେ ଗୋରୁଗାଈ, ଘୋଡ଼ା, କୁକୁର ଓ ପକ୍ଷୀଙ୍କ ଦେହରେ ବସି ସେମାନଙ୍କୁ ଦଂଶନ କରନ୍ତି। ମନୁଷ୍ୟଠାରେ ଡାଉଁଶ ବସିବାର ଦେଖାଯାଏ ନାହିଁ।]