ଡାଇସ୍ Ḍāis

  • ବୈଦେ. ବି (ଇଂ. ଡାଇ, ବହୁବଚନ ଡାଇସ୍) — ଲୁହା ଆଦି ଧାତୁର ପେଚ ତିଆରି କରିବା କଳ — A turner's die; a machine for turning out screws
  • ବୈଦେ. ବି (ଇଂ. ଡାଇ, ବହୁବଚନ ଡାଇସ୍) — ବଣିଆଙ୍କ ଠସା — Goldsmith's die