ଡହରା Ḍaharā

  • ଦେ. ବିଣ. ପୁଂ — ଡମ୍ଫା; ଡବଡବା; ଯାହା ପେଟରେ କୌଣସି କଥା ରହେ ନାହିଁ — Unable to keep a secret; babbling
  • ଦେ. ବିଣ. ପୁଂ — ଗପଡ଼ି — Talkative; swaggering
  • ଦେ. ବିଣ. ପୁଂ — ବାରବୁଲା; ପରିଭ୍ରମଣଶୀଳ; ଅସ୍ଥିର — Restless; wandering; loafing
  • ଦେ. ବିଣ. ପୁଂ — ଯେଉଁ ବ୍ଯକ୍ତି ପରର କଥା କହି ବୁଲେ — Tattling; gossiping
  • ଦେ. ବିଣ. ପୁଂ — (ଜାହାଜିଆ ଭାଷା)—ପୂର୍ବଦିଗ — East quarter (according to the mariner's compass)