ଡହକ Ḍahaka

  • ଦେ. ବି. (ସଂ. ଦହ ଧାତୁ; ସଂ. ଧୁକ୍ଷ ଧାତୁ= ସଂଦୀପନ) — ଦହକ; ତାତି; ଅଗ୍ନିର ଜ୍ୱାଳା — Heat of fire
  • ଦେ. ବି. (ସଂ. ଦହ ଧାତୁ; ସଂ. ଧୁକ୍ଷ ଧାତୁ= ସଂଦୀପନ) — ଜଳୁଥିବା ଅଙ୍ଗାରର ତେଜ — Glare of red-hot fire or charcoal
  • ଦେ. ବି. (ସଂ. ଦହ ଧାତୁ; ସଂ. ଧୁକ୍ଷ ଧାତୁ= ସଂଦୀପନ) — ଶରୀରର ଦାହ; ପ୍ରଦାହ — Inflamation; burning sensation
  • ଦେ. ବି. (ସଂ. ଦହ ଧାତୁ; ସଂ. ଧୁକ୍ଷ ଧାତୁ= ସଂଦୀପନ) — ଅସହ୍ୟ ଗ୍ରୀଷ୍ମ; ଝାଞ୍ଜି — Unbearable heat
  • ବିଣ — ତାତିଲା; ଉତ୍ତପ୍ତ — Hot; scorched
  • ବିଣ — ନିଆଁରେ ପାଚିଯାଇ ନାଲି ହୋଇଥିବା; ଜାଜ୍ୱଲ୍ୟମାନ — Glaring; blazing; red-hot
  • ବିଣ — (ଯଥା—ଚୁଲିରେ ରଡ଼ନିଆଁ ଭାରି ଡହକ ହୋଇଛି।)
  • ବିଣ — ରଡ଼ନିଆଁ ଯୁକ୍ତ (ଚୁଲ୍ଲୀ) — (oven) Full of red-hot or live charcoal
  • ପ୍ରାଦେ. (ଗଡ଼ଜାତ) ବିଣ — ବଡ଼; ବୃହତ — Big
  • ପ୍ରାଦେ. (ଗଡ଼ଜାତ) ବିଣ — (ଯଥା—ଏ ବରଷ ଡହକ ବଢ଼ିରେ ସବୁ ଫସଲ ଧୋଇଗଲା।)