ଡର Ḍara
- ଦେ. ବି. (ସଂ. ଦର; ପ୍ରା. ଡର) — ଭୟ; ତ୍ରାସ — Dread; terror; fear; alarm
- ଦେ. ବି. (ସଂ. ଦର; ପ୍ରା. ଡର) — ନୀପ ଉପବନ ନିକଟ ସ୍ପରଶକୁ ଯେବେ ଡର। କବିସୂର୍ଯ୍ୟ. କିଶୋରୀଚମ୍ପୂ. ଡ ଗୀତ।
- ଦେ. ବି. (ସଂ. ଦର; ପ୍ରା. ଡର) — ଅନିଷ୍ଟାଦିର ଆଶଙ୍କା — Apprehension
- ଦେ. ବି. (ସଂ. ଦର; ପ୍ରା. ଡର) — ଡର ନାହିଁ କି ହେ ପର ତରୁଣୀ ହରଣୁ। କବିସୂର୍ଯ୍ୟ. କିଶୋରୀଚମ୍ପୂ. ଡ ଗୀତ।