ଡରୁଆ Ḍaruā

  • ଦେ. ବିଣ. ପୁଂ — ଭୀତ — 1. Timid
  • ଦେ. ବିଣ. ପୁଂ — ଭୀରୁ — Timorous
  • ଦେ. ବିଣ. ପୁଂ — ଯେତେକ ଯୋଦ୍ଧା ତହିଁ ଥିଲେଟି ଡରୁଆ। କୃଷ୍ଣସିଂହ. ମହାଭାରତ. ବନ
  • ଦେ. ବିଣ. ପୁଂ — ଯେ ଡରାଏ — Frightening; fearful