ଡରିବା Ḍaribā
- ଦେ. କ୍ରି. (ସଂ. ଦର) — ଭୀତ ହେବା — To be afraid of; to dread; to fear
- ଦେ. କ୍ରି. (ସଂ. ଦର) — ହଠାତ୍ ଭୟ ପାଇବା — To be alarmed
- ଦେ. କ୍ରି. (ସଂ. ଦର) — ସେ ମଧ୍ୟ ଡରିଗଲେ ଦେଖି ଭୀମବଳ। କୃଷ୍ଣସିଂହ. ମହାଭାରତ ସଭା।
- ଦେ. କ୍ରି. (ସଂ. ଦର) — ଆଶଙ୍କା କରିବା — To apprehend
- ଦେ. କ୍ରି. (ସଂ. ଦର) — [ଦ୍ର— ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଯିବା, ପକାଇବା। କ୍ରିୟାର ସମାପିକାରୂପ (ଡରିଯିବା, ଡରି ପକେଇବା) ଓ ମରିବା ଏବଂ ହରିବା କ୍ରିୟାର ଅସମାପିକା ରୂପ ଯୁକ୍ତ ହୁଏ (ଡରିମରି, ଡରିହରି)।]