ଡମର Ḍamara
- ସଂ. ବି (ଡମ ଅନୁକରଣ ଧ୍ୱନି+ରୂ ଧାତୁ+ଭାବ. ଅ) — ଅସ୍ତ୍ରଶସ୍ତ୍ରାଦି ସହିତ କଳହ, ଦଙ୍ଗା; ମାରପିଟ — Affray amongst people armed with weapons; riot
- ସଂ. ବି (ଡମ ଅନୁକରଣ ଧ୍ୱନି+ରୂ ଧାତୁ+ଭାବ. ଅ) — ଆକ୍ରମଣ — Attack; invasion; onslaught; assault
- ସଂ. ବି (ଡମ ଅନୁକରଣ ଧ୍ୱନି+ରୂ ଧାତୁ+ଭାବ. ଅ) — ବିପ୍ଳବ — Insurrection; rebellion
- ସଂ. ବି (ଡମ ଅନୁକରଣ ଧ୍ୱନି+ରୂ ଧାତୁ+ଭାବ. ଅ) — ଭୟରେ ପଳାଇବା; ଛତ୍ରଭଙ୍ଗ — Fleeing out of fright; rout
- ସଂ. ବି (ଡମ ଅନୁକରଣ ଧ୍ୱନି+ରୂ ଧାତୁ+ଭାବ. ଅ) — କୋଳାହଳ; ଘୋଓଘା — Tumult (Apte)
- ସଂ. ବି (ଡମ ଅନୁକରଣ ଧ୍ୱନି+ରୂ ଧାତୁ+ଭାବ. ଅ) — ଭିନ୍ନ ଭିନ୍ନ ଗ୍ରାମମାନଙ୍କ ମଧ୍ୟରେ ଯୁଦ୍ଧ — Petty warfare between villages (Apte)
- ସଂ. ବି (ଡମ ଅନୁକରଣ ଧ୍ୱନି+ରୂ ଧାତୁ+ଭାବ. ଅ) — ଚିତ୍କାର ଓ ସଙ୍କେତ ଦ୍ୱାରା ଶତ୍ରୁକୁ ଡରାଇବା — Terrifying an enemy by shouts and gestures (Apte.)