ଡମଣୀ Ḍamaṇī

  • ଦେ. ବି — କବାଟକୁ ଝୁଲାଇବା ନିମନ୍ତେ ଚଉକାଠରେ ଲାଗିଥିବା ଶୃଙ୍ଗ ବା କୀଳକବିଶିଷ୍ଟ ଧାତୁଖଣ୍ଡ — Pintle
  • ଦେ. ବି — [ଦ୍ର— ଏହି ଶୃଙ୍ଗରେ କବାଟରେ ଲାଗିଥିବା କବିଜାର ଛିଦ୍ର ପଶିଲେ କବାଟ ଝୁଲି ରହେ। ଚୌକାଠରେ ଲଗାଯିବା ଲୌହଖଣ୍ଡକୁ ଡମଣୀ ଓ କବାଟରେ ଲଗାଯିବା ଲୌହ— ଖଣ୍ଡକୁ କବିଜା ବୋଲାଯାଏ।]
  • ଦେ. ବି — ସ୍ତ୍ରୀ
  • ଦେ. ବି — ଡମର ସ୍ତ୍ରୀ — A female of the 'Dome' class