ଡମଡମ Ḍama-ḍama

  • ଦେ. (ଧ୍ୱନ୍ୟନୁକରଣ) ଅ — ଢମଢମ; ଢାଉଁଢାଉଁ, ଢୋଲ ବାଜିବାର ଶବ୍ଦ — Loud sound of drum-beating
  • ଦେ. (ଧ୍ୱନ୍ୟନୁକରଣ) ଅ — ଡମଡମ କରି ବଜା ଢୋଲିଆରେ ନାଚିବ କୋଧା ବିଲୁଆ। ଚଇତିଘୋଡ଼ା ଗୀତ।