ଡଙ୍କ Ḍaṅka
- ଦେ. ବି. (ସଂ. ତଙ୍ଗ୍ ଧାତୁ=ଗତି) — ବୃକ୍ଷ ଓ ଲତାର କୋମଳ ଅଗ୍ରଭାଗ — The tendrils or sprouts of a creeper or plant; tender shoots of plant
- ଦେ. ବି. (ସଂ. ତଙ୍ଗ୍ ଧାତୁ=ଗତି) — କେହି ପିଢ଼ାରେ ଚଢ଼ି କଖାରୁ ଡଙ୍କ ସଳଖି ଦେଉଅଛି। ଫକୀରମୋହନ. ଛଅମାଣ ଆଠଗୁଣ।
- ଦେ. ବି. (ସଂ. ତଙ୍ଗ୍ ଧାତୁ=ଗତି) — କୌଣସି ଲମ୍ବ ପଦାର୍ଥର ସରୁ ଅଗ — The slender top of a long thing
- ଦେ. ବି. (ସଂ. ତଙ୍ଗ୍ ଧାତୁ=ଗତି) — ସାପ — Serpent
- ଦେ. ବି. (ସଂ. ତଙ୍ଗ୍ ଧାତୁ=ଗତି) — ପ୍ରାଣୀର ବେକ — Neck of animal
- ଦେ. ବି. (ସଂ. ତଙ୍ଗ୍ ଧାତୁ=ଗତି) — ବେକମୁଣ୍ଡା — Nape of the neck
- ଦେ. ବି. (ସଂ. ତଙ୍ଗ୍ ଧାତୁ=ଗତି) — (ସଂ. ଦଂଶ) ସାପର ବିଷଦାନ୍ତ — The fangs of a serpent
- ଦେ. ବି. (ସଂ. ତଙ୍ଗ୍ ଧାତୁ=ଗତି) — ମରମେ ଗଲା ଡଙ୍କ ହାଣି। କିମ୍ପା ନ ଦେଉ ଗଦ ଆଣି। ଭୂପତି, ପ୍ରେମପଞ୍ଚାମୃତ।
- ଦେ. ବି. (ସଂ. ତଙ୍ଗ୍ ଧାତୁ=ଗତି) — ନାହୁଡ଼ — The sting of venomous animals