ଡଙ୍କି Ḍaṅki
- ଦେ. ବି.—(ଓଡ଼ିଆ ଡଙ୍କା=ଅଣକ +କ୍ଷୁଦ୍ରାର୍ଥେ ଇ) — ତମ୍ବା ବା ପିତଳ ନିର୍ମିତ ଛୋଟ ଚାମଚ; ଚମସୀ — Metal spoon; a small ladle made of metal
- ଦେ. ବି.—(ଓଡ଼ିଆ ଡଙ୍କା=ଅଣକ +କ୍ଷୁଦ୍ରାର୍ଥେ ଇ) — [ଦ୍ର—ଏଥିଦ୍ୱାରା ପଞ୍ଚୁପାତ୍ରିରୁ ଜଳ ଆଣି ପୂଜାବେଳେ ବ୍ଯବହାର କରାଯାଏ।]
- ଦେ. ବି.—(ଓଡ଼ିଆ ଡଙ୍କା=ଅଣକ +କ୍ଷୁଦ୍ରାର୍ଥେ ଇ) — (ସଂ. ବରଣ୍ଡ) ବେକ ମୁଣ୍ଡାରେ ଉଠିବା ମାରାତ୍ମକ ବ୍ରଣ— ବିଶେଷ; ପୃଷ୍ଠ ବ୍ରଣ — A boil or carbuncle on the nape of the neck
- ଦେ. ବି.—(ଓଡ଼ିଆ ଡଙ୍କା=ଅଣକ +କ୍ଷୁଦ୍ରାର୍ଥେ ଇ) — ମାଲଖୁମ୍ବରେ କରାଯିବା ଏକପ୍ରକାର କସରତ୍ — A kind of athletic exercise with a post or pillar
- ପ୍ରାଦେ. (ସମ୍ବଲପୁର) ବି. — ବାନ୍ତି ରୋଗ — A disease accompanied with repeated vomiting
- ପ୍ରାଦେ. (ସମ୍ବଲପୁର) ବି. — (ଯଥା— ଡଙ୍କି ଧରିବା, ଡଙ୍କି ଦେଖାଇବା।)
- ପ୍ରାଦେ. (ସମ୍ବଲପୁର) ବି. — ଏକପ୍ରକାର ଲତା — A kind of creeper