ଠ Ṭha
- ସଂ. ବି — ଶିବ — Ṡiba
- ସଂ. ବି — ମହାଧ୍ୱନି — A great sound
- ସଂ. ବି — ଚନ୍ଦ୍ରମଣ୍ଡଳ — Moon's disc
- ସଂ. ବି — ଶୂନ୍ଯ — The void; the space
- ସଂ. ବି — ଠ ପରି ଜଗତ ଦିଶେ, ଠିକେ କବିରବି ଭାଷେ। କବିସୂର୍ଯ୍ୟ. ରତ୍ନାକର ଚମ୍ପୂ ଠ ଗୀତ।
- ବିଣ — ଇନ୍ଦ୍ରିୟଗୋଚର — Perceptible by the senses
- ଦେ. ବି — ଶୂନ୍ଯ; ଶୂନ୍ଯ ସଂଖ୍ୟା — Zero
- ଦେ. ବି — (ଯଥା—ସେ ପରୀକ୍ଷାରେ ଠ ଟିଏ ପାଇଅଛି।)