ଠେକର Ṭhekara

  • ଦେ. ବି — ଲମ୍ବ କାଠ କିମ୍ବା ପଥର ରଖିବା ନିମନ୍ତେ ତହିଁ ତଳେ ଆଡ଼ ବାଗରେ ଦିଆଯିବା ଆଡ଼ କାଠ — Cross-pieces over which a long log or stone is supported; stays put under long heavy logs or slabs to keep them level