ଠୁଠା Ṭhuṭhā

  • ପ୍ରାଦେ (ସମ୍ବଲପୁର) ବିଣ (ଥୁ ସ୍ଥାନରେ ଠୁ ଉଚ୍ଚାରଣ; ସଂ. ସ୍ଥାଣୁ; ତୁଳ. ହି. ଠୁଠ୍) — ଯାହାର ହାତ, ଗୋଡ଼ ବା ଅଙ୍ଗୁଳି ଆଦି ଛିଣ୍ଡି ଯାଇଅଛି — Having no limbs or fingers; fingerless
  • ପ୍ରାଦେ (ସମ୍ବଲପୁର) ବିଣ (ଥୁ ସ୍ଥାନରେ ଠୁ ଉଚ୍ଚାରଣ; ସଂ. ସ୍ଥାଣୁ; ତୁଳ. ହି. ଠୁଠ୍) — ପଙ୍ଗୁ; କୋଢ଼ିଆ — Leprous
  • ପ୍ରାଦେ (ସମ୍ବଲପୁର) ବିଣ (ଥୁ ସ୍ଥାନରେ ଠୁ ଉଚ୍ଚାରଣ; ସଂ. ସ୍ଥାଣୁ; ତୁଳ. ହି. ଠୁଠ୍) — ଥୁଣ୍ଟା; ଶାଖାବିରହିତ (ବୃକ୍ଷ) — Lopped up (tree); pollarded
  • ବି — ପଙ୍ଗ — A fingerless leper; a cripple
  • ବି — ଥୁଣ୍ଟା ଗଛ — Pollard