ଠିଲ୍ Ṭhil

  • ଦେ. ବିଣ. (ସଂ. ସ୍ଥୂଳ) — ସମ୍ପୂର୍ଣ୍ଣ — Full
  • ଦେ. ବିଣ. (ସଂ. ସ୍ଥୂଳ) — (ଯଥା—ଭୋଜନରେ ମୋ ପେଟ ଠିଲ୍ ହୋଇଗଲା।)
  • ଦେ. ବିଣ. (ସଂ. ସ୍ଥୂଳ) — ପ୍ରଚୁର — More than sufficient