ଠାରୁ Ṭhāru
- ଦେ. ଅ. ( 5 ମୀ ବିଭକ୍ତିର ଚିହ୍ନ) — ରୁ — From
- ଦେ. ଅ. ( 5 ମୀ ବିଭକ୍ତିର ଚିହ୍ନ) — (ଅମୁକ) ସ୍ଥାନରୁ — From (a place)
- ଦେ. ଅ. ( 5 ମୀ ବିଭକ୍ତିର ଚିହ୍ନ) — (ଅମୁକ) ବ୍ଯକ୍ତି ନିକଟରୁ — From (some person)
- ଦେ. ଅ. ( 5 ମୀ ବିଭକ୍ତିର ଚିହ୍ନ) — (ଅମୁକ) ଅପେକ୍ଷା — Than
- ଦେ. ଅ. ( 5 ମୀ ବିଭକ୍ତିର ଚିହ୍ନ) — (ଅମୁକ) ସମୟରୁ ଆରମ୍ଭ କରି — Since; beginning from (such a time)
- ପ୍ରାଦେ. (ସମ୍ବଲପୁର) ବିଣ — ଚନ୍ଧା; ଟାଙ୍ଗରା — Bald