ଠାବ Ṭhāba

  • ଦେ. ବି. (ସଂ. ସ୍ଥାନ; ପ୍ରା. ଠାଣ; ଠାଁ; ସଂ. ସ୍ଥାପନ) — ସ୍ଥାନ; ଜାଗା — Place; space; room
  • ଦେ. ବି. (ସଂ. ସ୍ଥାନ; ପ୍ରା. ଠାଣ; ଠାଁ; ସଂ. ସ୍ଥାପନ) — ପୂର୍ବେ ମୁଁ ମହାତପ କଲି, ବସିବା ଠାବେ ତା ଲଭିଲି। ଭୂପତି. ପ୍ରେମପଞ୍ଚାମୃତ।
  • ଦେ. ବି. (ସଂ. ସ୍ଥାନ; ପ୍ରା. ଠାଣ; ଠାଁ; ସଂ. ସ୍ଥାପନ) — କୌଣସି ବ୍ଯକ୍ତିର ବାସସ୍ଥାନ; ଠିକଣା — Dwelling place; address; or whereabouts of a person
  • ଦେ. ବି. (ସଂ. ସ୍ଥାନ; ପ୍ରା. ଠାଣ; ଠାଁ; ସଂ. ସ୍ଥାପନ) — (ଯଥା— 3 ବରଷ ଖୋଜି ଖୋଜି ନିରୁଦ୍ଦିଷ୍ଟ ବ୍ଯକ୍ତିର ଠାବ ମିଳିଲା ନାହିଁ।) — (ଯଥା—3ବରଷ ଖୋଜି ଖୋଜି ନିରୁଦ୍ଦିଷ୍ଟ ବ୍ଯକ୍ତିର ଠାବ ମିଳିଲା ନାହିଁ)
  • ଦେ. ବି. (ସଂ. ସ୍ଥାନ; ପ୍ରା. ଠାଣ; ଠାଁ; ସଂ. ସ୍ଥାପନ) — ଠିକଣା; ନିଶ୍ଚିତ ସଂବାଦ; ପତ୍ତା; ସନ୍ଧାନ — Certain news; trace; clue
  • ଦେ. ବି. (ସଂ. ସ୍ଥାନ; ପ୍ରା. ଠାଣ; ଠାଁ; ସଂ. ସ୍ଥାପନ) — (ଯଥା—ମୁଁ ତାଙ୍କର ତୀର୍ଥମୃତ୍ୟୁର କୌଣସି ଠାବ ପାଇଲି ନାହିଁ।)
  • ଦେ. ବି. (ସଂ. ସ୍ଥାନ; ପ୍ରା. ଠାଣ; ଠାଁ; ସଂ. ସ୍ଥାପନ) — ଆଶ୍ରୟ — Shelter
  • ଦେ. ବି. (ସଂ. ସ୍ଥାନ; ପ୍ରା. ଠାଣ; ଠାଁ; ସଂ. ସ୍ଥାପନ) — ପାତ୍ର; ଆଧାର — Pot; receptacle
  • ଦେ. ବି. (ସଂ. ସ୍ଥାନ; ପ୍ରା. ଠାଣ; ଠାଁ; ସଂ. ସ୍ଥାପନ) — ଠାବ ଆଣ ବୋଲି ରାୟେ ଧାଈଙ୍କି କହିଲେ ସୁବର୍ଣ୍ଣ ତାଟିଆ ମୁଦୁସୁଲୀ ଆଣି ଦେଲେ। ପ୍ରାଚୀ, ନଳଚରିତ