ଠାଁ ଜଗା Ṭhāñjagā

  • ଦେ. ବି — ଖାଇବାର ସ୍ଥାନ — The place where one takes his meal
  • ଦେ. ବି — ରାମହରି ବାବୁ ଖବର ପାଇ ଠାଜଗାରୁ ଉଠି ଲଣ୍ଡଭଣ୍ଡ ହୋଇ ଧାଇଁଛନ୍ତି— ଫକୀରମୋହନ. ଗଳ୍ପସ୍ୱଳ୍ପ।