ଠଣା Ṭhaṇā
- ଦେ. ବି. (ସଂ. ସ୍ଥାନ; ତୁଳ. ପ୍ରା. ଠାଣ) — କାନ୍ଥକୁରା — Niche
- ଦେ. ବି. (ସଂ. ସ୍ଥାନ; ତୁଳ. ପ୍ରା. ଠାଣ) — ଠଣାରେ ମୁଠି ରଖି ଦେଇଥିଲା। ଫକୀରମୋହନ. ଛମାଣଆଠଗୁଣ୍ଠ।
- ଦେ. ବି. (ସଂ. ସ୍ଥାନ; ତୁଳ. ପ୍ରା. ଠାଣ) — ନିର୍ଦ୍ଦିଷ୍ଟ ସ୍ଥାନ — Seat; appropriate place
- ଦେ. ବି. (ସଂ. ସ୍ଥାନ; ତୁଳ. ପ୍ରା. ଠାଣ) — ବକ୍ରାଙ୍ଗୁଳିର ଗଣ୍ଠିଦ୍ୱାରା ମସ୍ତକର ଖପୁରିରେ ଆଘାତ — A blow on the skull with the knuckles
- ଦେ. ବି. (ସଂ. ସ୍ଥାନ; ତୁଳ. ପ୍ରା. ଠାଣ) — ଠଣା ଠୁଙ୍କି ତାପତ୍ରାସ, ମୁଣ୍ଡେ ମନମଥ ପାଶ ବନ୍ଧନ କର ତୁ ମୋତେ ମୋ ଚିତ୍ତରେ। କବିସୂର୍ଯ୍ୟ. କିଶୋରୀଚମ୍ପୂ. ଠ ଗୀତ।
- ଦେ. ବି. (ସଂ. ସ୍ଥାନ; ତୁଳ. ପ୍ରା. ଠାଣ) — ଠାବ; ସ୍ଥାନ; ଅବସ୍ଥିତି; ବାସସ୍ଥଳ — Residence; habitat
- ଦେ. ବି. (ସଂ. ସ୍ଥାନ; ତୁଳ. ପ୍ରା. ଠାଣ) — ଶିବିର; ଛାଉଣି — Encampment (Beams)
- ଦେ. ବି. (ସଂ. ସ୍ଥାନ; ତୁଳ. ପ୍ରା. ଠାଣ) — ପହରା; ଜଗିବା — Watching; guarding
- ଦେ. ବି. (ସଂ. ସ୍ଥାନ; ତୁଳ. ପ୍ରା. ଠାଣ) — ରାମ ଆଜ୍ଞା ପାଇଣ କପି ରାଜନ, କପି ପେଶି ଠାବେ ଠାବେ ଠଣା ଦେଲେ। ବିଶ୍ୱନାଥ. ବିଚିତ୍ରରାମାୟଣ।