ଠକ୍ Ṭhak
- ଦେ. (ଧ୍ୱନ୍ୟନୁକରଣ) ଅ. — (ସଂ. ସ୍ତକ୍; ଷ୍ଟକ୍ ଧାତୁ=ପ୍ରତିଘାତ) କାଠ ଆଦି କୌଣସି ଦୃଢ଼ ବସ୍ତୁରେ ଅନ୍ଯ ଦୃଢ଼ ବସ୍ତୁ ଥରେ ବାଜିବାର ଶବ୍ଦ; ଧାତବ ପଦାର୍ଥ ଛଡ଼ା ଅନ୍ଯ କଠିନ ବସ୍ତୁ— ଦ୍ୱୟର ଥରେ ପ୍ରତିଘାତଜନିତ ଶବ୍ଦ — Clattering sound of two hard things (except metal) striking against each other; click
- ଦେ. (ଧ୍ୱନ୍ୟନୁକରଣ) ଅ. — (ଯଥା—ଦୁଇଖଣ୍ଡ କାଠିର ପରସ୍ପର ସହିତ ଥରେ ଆଘାତଜନିତ ଶବ୍ଦ।)