ଠକ୍ଠକି Ṭhakṭhaki
- ଦେ. ବି — ବିପଦ; ଉତ୍ପାତ — Calamity; hardship
- ଦେ. ବି — ଝଞ୍ଜଟ; କଠିନ ବ୍ୟାପାର; ବିଷମ ସମସ୍ୟା — Crisis; dilemma; difficulty
- ଦେ. ବି — ଠକ୍ଠକି ତନ୍ତ (ଦେଖ) — Ṭhak-ṭhaki tanta (See)
- ବିଣ — ଯାହା ଠକ୍ ଠକ୍ ଶବ୍ଦ କରେ — Producing a clicking or clapping sound